ଜେ.ପି. ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ

ନୂଆଦିଲ୍ଲୀ ଜେ.ପି. ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ ଭାବେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ‌ସେ ଏହି ଦାଇତ୍ୱ ତୁଲାଇବେ। ଆଜି ଅନୁଷ୍ଠିତ ନିର୍ବ‌ାଚନରେ ନଡ୍ଡ‌ା ଏକମାତ୍ର ପ୍ରାର୍ଥୀ ଥିଲେ। ତାଙ୍କ ବିରୋଧ‌େର କୌଣସି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଥିଲା। ନବନିର୍ବାଚିତ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମ୍ବର୍ଦ୍ଧନା ସଭାର … Continue reading ଜେ.ପି. ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ